୩୦ ସେକେଣ୍ଡରେ କରୋନା ରିପୋର୍ଟ: ସହାୟତା ପାଇଁ ଭାରତରେ ଇସ୍ରାଏଲ ଗବେଷକ
କରୋନା ଲଢ଼େଇରେ ସହଯୋଗ କରିବା ନିମନ୍ତେ ଭାରତରେ ପହଞ୍ଚିଛନ୍ତି ଇସ୍ରାଏଲର ଗବେଷକ । ଏହି ଟିମ୍ ଭାରତୀୟ ଗବେଷକଙ୍କ ସହ ମିଶି ଏମିତି ଏକ କରୋନା ଟେଷ୍ଟ କିଟ୍ ପ୍ରସ୍ତୁତ କରିବେ, ଯେଉଁଥିରେ କି ଆଖିରୁ ପଲକ ପଡ଼ିବା ପାଇଁ ଯେତିକି ସମୟ ଲାଗେ ସେତିକି ସମୟ ମଧ୍ୟରେ ଜଣେ ବ୍ୟକ୍ତିଙ୍କ କରୋନା!-->…