ବିଶ୍ୱ ହେପାଟାଇଟିସ୍ ଦିବସ
ହେପାଟାଇଟିସ୍ ଏକ ମାରାତ୍ମକ ଭୂତାଣୁ ବା ଭାଇରସ୍ । ୧୯୮୯ରେ ଏହି ଭୂତାଣୁ ଆବିଷ୍କୃତ ହୋଇଥିଲା । ଏହି ଭୂତାଣୁ , ମଣିଷକୁ ଆକ୍ରାନ୍ତ କରିବା ପରେ , ଅନେକ ସମୟରେ ସଙ୍ଗେସଙ୍ଗେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଲମ୍ବା ବ୍ୟବଧାନ, ଏପରିକି କୋଡ଼ିଏ-ପଚିଶି ବର୍ଷ ପରେ ଲକ୍ଷଣ ଦେଖାଦେଇପାରେ!-->…
ବୁଡିଗଲା ଗୋଡ ତଳକୁ ତଳକୁ
କଥାରେ ଅଛି “ବୁଡିଗଲା ଗୋଡ ତଳକୁ ତଳକୁ” । ଦେଶରେ ସର୍ବପୁରାତନ ତଥା ଏକଦା ଦେଶରେ ବିରଙ୍କୁଶ ଗଣତାନ୍ତ୍ରୀକ ଶାସନ ଚଳାଉଥିବା ଦଳ ‘କଂଗ୍ରେସ’ର ସଂପ୍ରତିକ ସ୍ଥିତି ଦେଖିଲେ ଏହି ଉକ୍ତିଟି ମନେପଡେ । ଦେଶ ସ୍ୱାଧିନତା ପରଠାରୁ ୬ଦଶନ୍ଧିଧରି ବିରଙ୍କୁଶ ଶାସନ ଚଳାଇଥିବା କଂଗ୍ରେସ ଏବେ ଦୁର୍ବଳରୁ!-->…
କେନାଲ ଅବରୋଧ କରିବାକୁ ନେଇ ଉତେଜନା
ଯାଜପୁର: କେନାଲରେ ମାଟି ପକାଇ ଜୋର ଜବରଦସ୍ତଭାବେ କେନାଲକୁ ଅବରୋଧ କରିବା ସହ କେନାଲର ପାଣିକୁ ଚାଷ ଜମିକୁ ଛାଡ଼ୁ ନଥିବାରୁ ଘଟଣା ସ୍ଥଳ ଗ୍ରାମରେ ଶନିବାର ଦିନ ଉତେଜନା ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ଯାଜପୁର ଜଳସଂପଦ ବିଭାଗ ଅଧିନରେ ଥିବା ତଥା ଦଶରଥପୁର ବ୍ଲକ୍ ତଥା ଯାଜପୁର ଥାନା!-->…
ଅସହାୟା ସତ୍ୟଭାମାକୁ ପକ୍କା ଘର ମିଳିବ କେବେ
ଯାଜପୁର : ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିବସୁଛନ୍ତି ଜନସାଧାରଣଙ୍କ ସୁବିଧା ପାଇଁ । ବିଶେଷ କରି ଗରିବ, ଖଟିଖିଆ, ଅସହାୟ ଲୋକମାନଙ୍କ ସହାୟତା ପାଇ ପାରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ହେଲେ ଦୀର୍ଘ ଦୁଇ ବର୍ଷରୁ ଉଦ୍ଧ୍ୱର୍ ହେବ ଘରଟି ଲଗାଣ ବର୍ଷାରେ ସଂପୂର୍ଣ୍ଣ!-->…
ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ
ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ନିକଟ ରେଳଧାରଣା ଉପରେ ସାୱନ ପୂର୍ତୀ (୨୨),ଶିବ ଦାସ (୨୦) ଓ ଚିଂଟୁ କାଳନ୍ଦୀ ନାମକ ୩ ଜଣ ଯୁବକ ୨୫ ତାରିଖ ଶନିବାର ରାତି ଶୋଇଥିବା ସମୟରେ ଅଚାନକ ଏକ ମାଲବାହୀ ଟ୍ରେନ ସେହି ଟ୍ରାକରେ ଆସିଯାଇଥିବାରୁ ଟ୍ରେନ!-->…
ସମାଜ ସଂସ୍କାରକ ସଂଘ ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ସମାଜ ସଂସ୍କାରକ ସଂଘ ଆନୁକୁଲ୍ୟରେ ବାବା ମୁକ୍ତେଶ୍ୱର ଶିବ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବାର ବନ୍ଦୋବସ୍ତ କରିଛନ୍ତି କତୃପକ୍ଷ । ଅବହେଳିତ ହୋଇ!-->…
ବିଶ୍ୱବିଦ୍ୟାଳୟ ପରୀକ୍ଷା: ୟୁଜିସିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବା ନିମନ୍ତେ ଜୁଲାଇ ୬ ତାରିଖରେ ନିର୍ଦେଶ ବିରୋଧରେ ଆଗତ ମାମଲାର ବିଚାର କରି ୩୧ ତାରିଖ ପୂର୍ବରୁ ନିଜର ପକ୍ଷ ରଖିବାକୁ ୟୁଜିସିକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ!-->…
ଜୀବିକା ନେଉଛି କରୋନା
ଯୋଡା: କରୋନା ମହାମାରୀରେ ସାରା ବିଶ୍ୱ ସମେତ ଆମ ଦେଶ ଭାରତ ତଥା ରାଜ୍ୟ ଓଡିଶା ସମ୍ପୂର୍ଣ୍ଣ ଆକ୍ରାନ୍ତ ହୋଇଥିବା ବେଳେ କରୋନା ଆକ୍ରାନ୍ତରେ ଭୟଭୀତ ହୋଇ ଅତ୍ୟନ୍ତ ଦୟନୀୟ,ଦୁସ୍ଥ ସ୍ଥିତିରେ ଆଖିରୁ ଲୁହ ଗଡାଇ ଦିନ କାଟୁଛନ୍ତି ଲୋକେ । ରୋଗ ସଂକ୍ରମଣରେ ଜୀବନ ଚାଲିଯିବାର ଭୟ ଏବଂ ସରକାରୀ!-->…
ନିଷିଦ୍ଧ ହଳଦିଆ ଆର ଫର୍ମରେ ଚାଲିଛି ଅବାଧ ବାଲି ପରିବହନ
ଯାଜପୁର: ଯାଜପୁର ଜିଲ୍ଳାରେ ସମସ୍ତ ସରକାରୀ ନିୟମକୁ ଉଲଙ୍ଘନ କରି ଜିଲ୍ଲା ପ୍ରଶାସନର କେତେକ ବରିଷ୍ଠ ଅଧିକାରୀମାନେ ନିଜ ଇଛା ମୁତାବକ ଆଇନ ଚଲାଉଥିବାର ଦେଖିବାକୁ ମିଳିଛି । ବିଭିନ୍ନ ବିଭାଗରେ ଘଟୁଥିବା ଅଭିଯୋଗ ଗୁଡ଼ିକୁ ଜିଲ୍ଳା ପ୍ରଶାସନ ଗୁରତର ନେଉନଥିବାର ଦେଖିବାକୁ ମିଳିଛି । ଏହିପରି!-->…