୭୦% ଭାରତୀୟ କର୍ମଚାରୀଙ୍କୁ ହୁୱୈଇର ଛଟେଇ ନୋଟିସ
ନୂଆଦିଲ୍ଲୀ: ଚୀନ ଟେଲିକମ୍ କମ୍ପାନୀ ହୁୱୈଇ ଭାରତରେ କାର୍ଯ୍ୟ କରୁଥିବା ଭାରତୀୟ କର୍ମଚାରୀଙ୍କୁ ହଟାଇବା ଆରମ୍ଭ କରିଛି । ଅନ୍ୟୂନ ୬୦%ରୁ ୭୦% ଭାରତୀୟ କର୍ମଚାରୀଙ୍କୁ ଛଟେଇ ନୋଟିସ ଦେଇଥିବା ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଏପରି!-->…