ବିଜେଡି ନେତା ତାପସ ମହାନ୍ତିଙ୍କ ଦାଦାଗିରି
କଟକ: ସାମାନ୍ୟ ଡ୍ରେନ୍ ଚାମ୍ବରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ମାଡ ମାରିଛନ୍ତି ବିଜେଡି ନେତା । ନେତା ଜଣଙ୍କ ହେଉଛନ୍ତି ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତି । କଟକ ଜଗତପୁର ଥାନା ଅନ୍ତର୍ଗତ ପଣ୍ଡା ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାରକୁ ତାପସ ନିସ୍ତୁକ ମାଡ!-->…