ସଫଳତାର ୫ଟି ମନ୍ତ୍ର : ଡ. ଏପିଜେ ଅବଦୁଲ କଲାମ
ଭାରତରତ୍ନ ଡ. ଏ ପି ଜେ ଅବଦୁଲ କଲାମଙ୍କ ଆଜି ଶ୍ରାଦ୍ଧବାର୍ଷିକ।ତାଙ୍କର ପୁରା ନାମ ଅବୁଲ ପାକିର ଜୈନୁଲଅବଦିନ ଅବଦୁଲ କଲାମ ମସୁଦି ଏ ପି ଜେ ଅବଦୁଲ କଲାମ।ସେ ସ୍ୱପ୍ନର ସୌଦାଗର ତ କେତେବେଳେ ସେ ମିସାଇଲ ମ୍ୟାନ, ପୁଣି ସେ ଜନତାର ରାଷ୍ଟ୍ରପତି, ଏଭଳି ନାମରେ ଅବଦୁଲ କଲାମ ପରିଚିତ।!-->…