ବିହାର ଓ ଆସାମରେ ବନ୍ୟା: ୩୫ଲକ୍ଷ ପ୍ରଭାବିତ
ପାଟନା/ଗୁଆହାଟି : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ବିହାରରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି। ବନ୍ୟା ଯୋଗୁଁ ଏହି ଦୁଇ ରାଜ୍ୟରେ ୩୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ବନ୍ୟାରେ ୨୫ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବିହାର ବନ୍ୟାରେ ୧୦ଲକ୍ଷରୁ ଅଧିକ!-->…