ସର୍ବସାଧାରଣଙ୍କୁ ଅଫିସ ପ୍ରବେଶରେ କଟକଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଅଫିସ ଗୁଡିକ ଭିତରକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ଏହି ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି । ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ…

ଅନୁଗୋଳରୁ ୫ ପଜିଟିଭ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ତାଳଚେର ପୌରାଞ୍ଚଳରେ ଜଣେ ୨୯ ବର୍ଷିୟ ମହିଳା ଓ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପଜିଟିଭ ବାହାରିଛି । ସେହିପରି…

ବୈତରଣୀ ଜଳ ଓ ବିରଜାଙ୍କ ଶକ୍ତି ପୀଠରୁ ମାଟିି ରାମ ମନ୍ଦିର ଭୂମି ପୂଜନ ପାଇଁ ପଠାଗଲା

ଯାଜପୁର: ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ନିମନ୍ତେ ସାଧୁ ସନ୍ଥଙ୍କ ପରାମର୍ଶ କ୍ରମେ ସାରା ଭାରତ ବର୍ଷର ବିଭିନ୍ନ ଶକ୍ତି କ୍ଷେତ୍ର, ଧର୍ମ ପୀଠ ଓ ତୀର୍ଥ ସ୍ଥାନ ମାନଙ୍କରୁ ଜଳ ଓ ମାଟି ଯାଉଥିବା ବେଳେ ଶନିବାର ଦିନ ଯାଜପୁର ବିଶ୍ୱହିନ୍ଦୁ ପରିଷଦ…

ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ବେତନଟି ତହସିଲଦାର ଅନିଶା ଦାସଙ୍କ ଡ଼ିଲ | ଓଏଏସ ଅନିଶା ଦାସଙ୍କୁ ପ୍ରଥମେ କଳାହାଣ୍ଡିକୁ ବଦଳି ପରେ ଆଜି ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର | ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି | ମୋରମ…

ଅନ୍‌ଲକ୍ ୩.୦: ବନ୍ଦ ରହିବ ସ୍କୁଲ୍, ମେଟ୍ରୋ ଟ୍ରେନ୍ କିନ୍ତୁ, ସିନେମା ଓ ଜିମ୍ ଆଦି ଖୋଲିପାରେ!

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖରେ କୋଭିଡ୍-୧୯ କଟକଣାଯୁକ୍ତ ‘ଅନ୍‌ଲକ୍‌ ୨.୦’ ଶେଷ ହେଉଥିବାରୁ ସମ୍ପ୍ରତି ସରକାର ଅଗଷ୍ଟ ମାସ ଲାଗି ଅନ୍‌ଲକ୍ ୩.୦ର ମାର୍ଗଦର୍ଶିକା ପ୍ରସ୍ତୁତି କରୁଥିବା କଥା ରବିବାର ଦିନ ବିଶେଷସୂତ୍ରରୁ ଜଣାପଡ଼ିଛି। ଲକ୍‌ଡାଉନ୍ କଟକଣା କୋହଳର ତୃତୀୟ ପର୍ଯ୍ୟାୟ ‘ଅନ୍‌ଲକ୍…

ଏନ୍କାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ସୀମାନ୍ତ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ସକାଳେ ନକ୍ସଲ ଏବଂ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନ୍କାଉଣ୍ଟର ରେ ଜଣେ ହାର୍ଡକୋର…

ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ

ସମ୍ବଲପୁର : ରେଢାଖୋଲ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ ହୋଇଯାଇଛି । ଅଭିମନ୍ୟୁ କୁମାର ସମ୍ବଲପୁର ଜିଲ୍ଲାର କଂଗ୍ରେସର ଜଣେ ଟାଣୁଆ ରାଜନେତା ଥିଲେ । ସ୍ବର୍ଗତ କୁମାର ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ୫ ଥର ବିଧାୟକ…

ପରୀକ୍ଷା ବାତିଲ କରିପାରିବେନି ରାଜ୍ୟ ସରକାର – ୟୁଜିସି

ରାଜ୍ୟ ସରକାର ଚାହିଁଲେ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ବାତିଲ କରିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସି କହିଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାର ନ ଥିବା ୟୁଜିସି କୋର୍ଟଙ୍କୁ ଅବଗତ କରାଇଛି। ବମ୍ବେ ହାଇକୋର୍ଟରେ ପରୀକ୍ଷା ବାତିଲ ସମ୍ପର୍କିତ ଏକ…

ମହିଳା ଡିଏସପି ଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ଡିଏସପିଙ୍କ ଘରୁ ଚୋରି । ଭିଜିଲାନ୍ସ ବିଭାଗର ଜଣେ ମହିଳା ଡିଏସପିଙ୍କ ଘରେ ପଶି ସୁନା ଚେନ୍ ଲୁଟିନେଲେ ଲୁଟେରା । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଏନେଇ ଡିଏସପି ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ,ଖାରବେଳ ନ୪ଗର ୟୁନିଟ୍ ୩ ସରକାରୀ…

ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜର ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର୍ ପକ୍ଷରୁ ଆଜି ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜ କରାଯାଇଥିଲା। ଆନ୍ନା ୟୁନିଭରସିଟି ଓ ଆଇଟିଆର୍ ଚେନ୍ନାଇର ମିଳିତ ସହଭାଗିତାରେ ଏହି ଡ୍ରୋନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ସକାଳେ ବାଲେଶ୍ୱର ସହରର…