ଉତ୍ତର କୋରିଆରେ ପ୍ରଥମ କରୋନା ଚିହ୍ନଟ

ଉତ୍ତର କୋରିଆ : ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି । କରୋନାର ପ୍ରଥମ ମାମଲା ଚିହ୍ନଟ ପରେ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘଷଣା କରିଛନ୍ତି । କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ…

ଏହି ସହରରେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ

ଜୟପୁର:କୋରାପୁଟ ପରେ ଜୟପପୁରରେ ଆରମ୍ଭ ହୋଇଛି ‘ଡୋର ଟୁ ଡୋର’ ସର୍ଭେ । ସହରର ପ୍ରତ୍ୟେକ ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ ଟିମ୍ । ପ୍ରତିି ୱାର୍ଡ ପାଇଁ ଗୋଟିଏ କର୍ମୀ, ସ୍ୱାସ୍ଥ୍ୟ ସାଥି ଏବଂ ଶିକ୍ଷକ ଅଛନ୍ତି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ…

ଚା’ସହ ସେବନ କରୁଛନ୍ତି କି ପ୍ରୋଟିନ ଯୁକ୍ତ ଖାଦ୍ୟ ? ସାବଧାନ…….

ଚା’ ପିଇବା ବହୁ ଲୋକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ବହୁ ଲୋକେ ଚା’ ପିଇବା ସମୟରେ ଏପରି କିଛି ଖାଦ୍ୟ ଖାଇଥାଆନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଏହା ସଭିଏଁ ହୁଏତ ଜାଣି ନଥିବେ ଚା’ ସହ କେଉଁ ଖାଦ୍ୟଦ୍ରବ୍ୟ ଖାଇବା ଉଚିତ ଓ ଅନୁଚିତ, ଏହି କାରଣରୁ ବହୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ…

୮୨ ଟଙ୍କାରେ ପହଁଚିଲା ଡିଜେଲ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦର ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀରେ ଡିଜେଲ ମୂଲ୍ୟ ଲିଟର ପିଛା ୮୨ ଟଙ୍କାରେ ପହଞ୍ଚିଛି। ରବିବାର ଦିନ ଲଗାତାର ଦ୍ୱିତୀୟ ଦିନ ପାଇଁ ଡିଜେଲ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଲିଟର ପିଛା ଦ୍ଵିତୀୟ ଦିନ ପାଇଁ ୧୫ ପଇସା ବୃଦ୍ଧି ହେବା ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୧ ଟଙ୍କା ୯୪ ପଇସାରେ ପହଞ୍ଚିଛି।…

ଗୋ ମାଂସ ଚାଲାଣରେ ଜଣେ ମହିଳା ସମେତ ୩ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଗୋ ମାଂସ ଜବତ କରାଯାଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୁଲିସ । ଖାଲି ସେତିକି ନୁହେଁ ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର ଜଣେ କର୍ମୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସୁନ୍ଦରଗଡ…

ଦେଶର ଅଖଣ୍ଡତା ସହ ସାଲିସ୍‍ ନାହିଁ : ଲେପ୍ଟନାଣ୍ଟ ଜେନେରାଲ ୱାଇକେ ଜୋଷୀ

ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖାର ଲଦାଖରେ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ଚୀନ ସହିତ କଥାବାର୍ତ୍ତା ଜାରି ରହିଛି। ତେବେ ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ଭାରତ ଏହାର ଅଖଣ୍ଡତା ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ…

ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ଯବାନଙ୍କୁ ଗୁଳିମାଡ଼

ଶ୍ରୀନଗର : ଜମ୍ମୁ କଶ୍ମୀରର କାଠୁଆ ଜିଲ୍ଲାର ସବ ସେକ୍ଟର ହୀରାନଗରର ଅନ୍ତର୍ଜାତୀୟ ସୀମା ରେଖାସ୍ଥିତ ପୋଷ୍ଟରେ ଶନିବାର ସନ୍ଧ୍ୟାରେ ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ଯବାନ ଗୁଳିମାଡ଼ ହେବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନ ହେଲେ ଏସ ତ୍ରିମୂର୍ତ୍ତି । ଜାତୀୟ ଗଣମାଧ୍ୟମ ସଂସ୍ଥାର…

କରୋନା ପାଇଁ ଚାକିରି ଯିବାର ଡ଼ର ; ଆତ୍ମହତ୍ୟା କଲେ ପରିବାରର ୩ ସଦସ୍ୟ

କର୍ଣ୍ଣାଟକ : ଦେଶର ସମସ୍ତ ସ୍ଥାନରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିସାରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମୟରେ ବହୁ ଲୋକେ ନିଜର ଚାକିରି ଯିବା ଭୟରେ ରହୁଛନ୍ତି। ଏହି ଡ଼ରର ବଶବର୍ତୀ ହୋଇ କର୍ଣ୍ଣାଟକର ଧାରବାଡ଼ର କଲାବିକାଈ ଚଲାରେ ରହୁଥିବା ଏକ…

ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ରବିବାର ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁ ରହିଛି। ମାଲକାନଗିରି ଏସଓଜି, ଡି ଭି ଏଫ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ…

କଟକ ରେ ପୁଣି ୬୦ କରୋନା ପଜିଟିଭ : ତିନିଦିନରେ ୧୯୨ ଛୁଇଁଲା ଅକ୍ରାନ୍ତଙ୍କ ସଂଖ୍ୟା

କଟକ: ଚିନ୍ତା ବଢାଇଲା କଟକର ସାହି, ବସ୍ତି । ପୁଣି ଗୋଟିଏ ଦିନରେ କଟକ ସହରରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହତନଟ ହୋଇଛନ୍ତି । ଗତ ତିନିଦିନରେ କଟକ ସହରରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ନେଇ ସହରରେ ଆତଙ୍କ ସୃଷ୍ଟି କଲାଣି । ଚୌଦ୍ୱାର ସର୍କଲ ଜେଲର ଜଣେ କର୍ମଚାରୀ , ଷଷ୍ଠ…