କଟକ ରେ ପୁଣି ୬୦ କରୋନା ପଜିଟିଭ : ତିନିଦିନରେ ୧୯୨ ଛୁଇଁଲା ଅକ୍ରାନ୍ତଙ୍କ ସଂଖ୍ୟା
କଟକ: ଚିନ୍ତା ବଢାଇଲା କଟକର ସାହି, ବସ୍ତି । ପୁଣି ଗୋଟିଏ ଦିନରେ କଟକ ସହରରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହତନଟ ହୋଇଛନ୍ତି । ଗତ ତିନିଦିନରେ କଟକ ସହରରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ନେଇ ସହରରେ ଆତଙ୍କ ସୃଷ୍ଟି କଲାଣି । ଚୌଦ୍ୱାର ସର୍କଲ ଜେଲର ଜଣେ କର୍ମଚାରୀ , ଷଷ୍ଠ!-->…