କୋଲକତା ହସ୍ପିଟାଲରେ ୪ ଦିନ ହେଲା ପଡ଼ିଛି ଶବ
ରାଉରକେଲା: ୪ ଦିନ ହେଲା ଘରର ଏକମାତ୍ର ପୁଅର ଶବ ପଡ଼ିଛି କୋଲକାତାର ଏକ ହସ୍ପିଟାଲ ମର୍ଗରେ । କିନ୍ତୁ ଅନ୍ତିମ ସଂସ୍କାର ହୋଇ ପାରୁନାହିଁ । ରାଉରକେଲାରେ ଥାଇ ବାପା, ମା’ ଓ ତାଙ୍କ ବିଧବା ପତ୍ନୀ ଦିନରାତି ଆଖିରୁ ଲୁହ ଗଡ଼ାଉଛନ୍ତି । ଆଉ କିଛି ଉପାୟ ନାହିଁ ସେମାନଙ୍କ ପାଖରେ । ପରିବାର!-->…