କୋଭିଡ ଡ୍ୟୁଟି କରିବେ ପିଜି ସାରିଥିବା ୪୪୭ ଡାକ୍ତର
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଲଗାତାର ସପ୍ତାହେ ଧରି ପଜେଟିଭ ସଂଖ୍ୟା ବଢ଼ୁଥିବାରୁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ଦେଖାଦେଇଛି । ସେଥିଲାଗି ବୋଧ ହୁଏ ପିଜି ସାରିଥିବା ୪୪୭ ଡାକ୍ତରଙ୍କୁ ସରକାର କୋଭିଡ ହସ୍ପିଟଲରେ ଓ ଟ୍ରାଉମା ସେଂଟର ଗୁଡିକରେ ନିଯୁକ୍ତି ଦେବାକୁ!-->…