ରାମ ମନ୍ଦିର ନିର୍ମାଣ ପାଇଁ ଦୀପ ଜାଳନ୍ତୁ: ଆରଏସଏସ
ଭୋପାଲ: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅଗଷ୍ଟ ୫ ତାରିଖରେ ଅନୁଷ୍ଟିତ ହେବାକୁ ଯାଉଛି । ସେହିଦିନ ଦେଶର ସମସ୍ତ ଲୋକଙ୍କୁ ଘରେ ବସି ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ରାମ!-->…