ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ;ସାମ୍ବାଦିକ ମାନେ ପ୍ରକୃତରେ ଜାଗ୍ରତ ପ୍ରହରୀ :…
ବ୍ରହ୍ମପୁର : ଗଣମାଧ୍ୟମର ପ୍ରତିନିଧି ମାନେ ସମାଜ ପ୍ରତି ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି। ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବା ଉଚିତ ବୋଲି ଆଜି ପିପିଟି ର ତୃତୀୟ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରି ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ପିପିଟି ସଭାପତି!-->…