‘ନିୟୁ ଟାୱାର ଅଫ୍ ଲଣ୍ଡନ୍’ରେ ପ୍ରଦର୍ଶିତ ହେବ ‘କୋହିନୂର’ ହୀରା
ଲଣ୍ଡନ୍ : ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର ଅଫ୍ ଲଣ୍ଡନ୍’ରେ ବ୍ରିଟେନ୍ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର’ ହୀରା ପ୍ରଦର୍ଶନ କରାଯିବ । ବ୍ରିଟେନ୍ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ!-->…