ବସ୍ତି ଅପେକ୍ଷା ସହରରେ ଅଧିକ କରୋନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କ ଅପେକ୍ଷା କରୋନା ସଂକ୍ରମିତ ବ୍ୟକ୍ତି ସହରାଂଚଳରେ ଅଧିକ ଅଛନ୍ତି । ଦିଲ୍ଲୀରେ କରାଯାଉଥିବା ସିରୋ ସର୍ଭେରୁ ଏହି ତଥ୍ୟର ଖୁଲାସା ହୋଇଛି । ଏହି ତଥ୍ୟ ଅନୁସାରେ ସହରାଚଂଳରେ କରୋନା ସଂକ୍ରମଣ ଅଧିକ ଥିବାବେଳେ ବସ୍ତି,ଅବୈାଧ…

ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସିଂଙ୍କୁ ଜ୍ୱର ହେବା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ରିପୋଟର୍ରୁ କରୋନା ଲକ୍ଷଣ ଥିବା କଥା ଜଣାଯାଇଛି । ତାଙ୍କ ପରିବାରର ବାକି ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା…

ଭାରତରେ ତିଆରି ହେବ IPhone-11 ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ପ୍ରିମିୟମ୍ ସ୍ମାର୍ଟଫୋନ୍ କମ୍ପାନୀ ଆପଲ ଭାରତରେ iPhone 11 ମଡେଲ୍ ମ୍ୟାନୁଫେକ୍ଟରିଂ ଆରମ୍ଭ କରିଦେଇଛି । ଚେନ୍ନାଇ ସ୍ଥିତ Foxconn ପ୍ଲାଂଟରେ ଏହି ମଡେଲ୍ ତିଆରି ଚାଲିଛି । କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତେବେ ଭାରତରେ…

ପାରାଦୀପକୁ ଗଡିଲା ଟ୍ରାଏଲ୍ ଟ୍ରେନ୍

କେନ୍ଦ୍ରାପଡା: ହରିଦାସପୁରୁ ପାରାଦ୍ୱୀପକୁ ୮ବଗି ବିଶିଷ୍ଟ ଟ୍ରାଏଲ ରେଳ ଗଡିଛି । ଏକ ସ୍ୱତନ୍ତ୍ର ଟ୍ରେନରେ ରେଳ ବିଭାଗର ଅଧିକାରୀମାନେ ପହଂଚି ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ଯାଂଚ କରିଥିଲେ । ମାଇକ୍ ଯୋଗେ ପ୍ରଚାର କରାଯାଇ ସମ୍ପୃକ୍ତ ଅଂଚଳରେ ଗାଇ ଗୋରୁ ନ ଛାଡିବା ପାଇଁ ମଧ୍ୟ ସ୍ଥାନୀୟ…

୭୩ ବର୍ଷ ପରେ ପହଁଚିଲା ବିଜୁଳି

ଅକୋଲା: ସ୍ୱାଧୀନତାର ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ବିଜୁଳି ପହଁଚିବା ପରେ ଲୋକେମାନେ ଖୁସି ମନାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ଆଦିବାସୀ ଗାଁ ନଭି ତଲାଇରେ । ନଭି ତଲାଇର ଲୋକମାନେ ପୂର୍ବରୁ ଅମରାବତୀ ଜିଲ୍ଲାର ମେଲଘାଟ ବାଘ ପରିଯୋଜନାର ମୁଖ୍ୟ…

କରୋନା ନେଲା ୧୦ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢିଚାଲିଛି । ଫୁଣି ଥରେ କରୋନାରେ ୧୦ ଜଣଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦ରେ ପହଁଚିଛି । ମୃତକଙ୍କ ମଧ୍ୟରେ ୯ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି ବୋଲି ରାଜ୍ୟ…

ଚକ୍ରଦୋଳି ଦିବସ

ଆଜି ଚକ୍ରଦୋଳି ଦିବସ । ୨୦୧୪ରୁ ଏହି ଦିବସ ପାଳନ କରାଯାଉଛି । ବହୁ ପ୍ରାଚୀନ କାଳରୁ ଏହା ଆବାଳ ବୃଦ୍ଧବନିତାଙ୍କ ମନୋରଂଜନ କରିଆସିଲାଣି । ୫୦୦ ଏଡିରେ ବାଇଜାନଟାଇନ୍ ସାମ୍ରାଜ୍ୟରେ ଏହାର ଉତ୍ପତି ହୋଇଥିଲା । ୧୮୭୧ରେ ଆଇଓୱା ଅନ୍ତର୍ଗତ ଡାଭେନପୋର୍ଟର ମାର୍କିନ୍ ଉଭାବକ ୱାଲିଅମ୍ ସ୍ନାଇଡର୍,…

ଶ୍ରୀନଗରରେ ଏନକାଉଣ୍ଟର; ୨ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶ୍ରୀନଗରର ପାରିମ୍ପୋରାରେ…

ପୁଣି ସଚିନ ପାଇଲଟ ଆଶ୍ୱସ୍ଥ

ଜୟପୁର: ରାଜସ୍ଥାନ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ଅନ୍ୟ ୧୮ଜଣ ବିଧାୟକଙ୍କ ସଭ୍ୟରଦ ଲାଗି ବାଚସ୍ପତିଙ୍କ ନୋଟିସ ଉପରେ ରାଜସ୍ଥାନ ହାଇକୋର୍ଟ ଆଜି ସ୍ଥିତାବସ୍ତା ବଜାୟୀ ରଖିବାକୁ ନିର୍ଦେଶ ଦେଇଛନ୍ତି । ଫଳରେ ପୁଣିଥରେ କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି ସଚିନ ପାଇଲଟ । ମାମଲାର…