କାନ୍ଥ କହୁଛି କରୋନା କଥା
ଭୁବନେଶ୍ୱର : ମହାମାରୀ ସଚେତନା ସୃଷ୍ଟି କରୁଛି ସହର ରାସ୍ତାପାର୍ଶ୍ବ କାନ୍ଥ। ପ୍ରତି ଗାଁର ପ୍ରମୁଖ ରାସ୍ତାପାର୍ଶ୍ବ କାନ୍ଥରେ ‘କାନ୍ଥ କହେ କାହାଣୀ’ ପ୍ରକଳ୍ପରେ ଯେପରି ମେଲେରିଆ, ଯକ୍ଷ୍ମା, କର୍କଟ, ଥଣ୍ଡା, କାଶ, ଜ୍ୱର ଆଦି ବିଭିନ୍ନ ରୋଗ ଏବଂ ଏହାର ନିରାକରଣ ସମ୍ପର୍କରେ ଗ୍ରାମବାସୀଙ୍କୁ!-->…