ମାଛ ଜାଲରୁ ମିଳିଲା ଟଙ୍କା ବ୍ୟାଗ୍
ନନ୍ଦନକାନନ: ମାଛ ଧରିବାକୁ ଯାଇ କେନାଳରେ ଜାଲ ପକାଇଲେ । ହେଲେ ମାଛ ବଦଳରେ ପାଇଲେ ଟଙ୍କା ବ୍ୟାଗ୍ । ଏଭଳି ଘଟଣା ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗାଁମୁଣ୍ଡ ସାଇଫନ କେନାଲରେ ଦେଖିବାକୁ ମିଳିଛି । ଏହି ଥାନା ଅଧୀନସ୍ଥ ମରିଚିଆ ସାଇଫନ୍ ଛକରୁ ମାଛ ଧରିବା ପାଇଁ ଆସିଥିଲେ । ସେ ମାଛ ମାରୁଥି!-->…