ଗ୍ଲେନମାର୍କ ପକ୍ଷରୁ ଖୁସି ଖବର
ନୂଆଦିଲ୍ଲୀ : କରୋନା ମହାମାରି ସହ ସାରା ବିଶ୍ୱ ଯୁଝି ହେଉଥିବା ବେଳେ ମେଡିସିନ୍ କଂପାନୀ ଗ୍ଳେନମାର୍କ ପକ୍ଷରୁ ଆସିଛି ଏକ ଖୁସି ଖବର । ସାମାନ୍ୟ ଓ ମଧ୍ୟମ ଧରଣର କରୋନା ରୋଗୀଙ୍କ ଉପରେ ଆଟିଂଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ-୩ ସକରାତ୍ମକ ପ୍ରଭାବ ପକାଉଥିବାର ଗ୍ଲେନମାର୍କ!-->…