ପୋଲିସ କର୍ମୀଙ୍କ ମୃତ୍ୟୁ
ଶ୍ରୀନଗର: ଜାମ୍ମୁ କଶ୍ମୀରର କୁଲଗାମରେ ଅଜଣା ଆତଙ୍କବାଦୀ ଗୁଳିରେ ଜଣେ ପୋଲିସ କର୍ମୀଙ୍କୁ ମୃତ୍ୟୁ ହୋଇଛି । ପୋଲିସ କର୍ମୀ ଜଣଙ୍କ ମୀର ବଜାର ଅଂଚଳର ଫୁରା ବାସିନ୍ଦା ଏବଂ ଗୁଲାମ ହାସନଙ୍କ ପୁଅ ଅବଦୁଲ ରସିଦ ଡର । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଅବଦୁଲଙ୍କୁ ଗୁରୁତର ଅବସ୍ଥାରେ!-->…