ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ୍
କରୋନା ଭୂତାଣୁ ମୁକାବିଲା ପାଇଁ ସରକାର ଲାଗୁ କରିଥିବା ନିୟମ ପାଳନ ନ କଲେ ଏଣିକି ଲୋକଙ୍କୁ ମହଙ୍ଗା ପଡ଼ିବ। ବିଶେଷ କରି ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ଏହା ସହିତ ନିମୟ ଉଲ୍ଲଂଘନକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିପାରେ ବୋଲି ଝାଡ଼ଖଣ୍ଡ ସରକାର!-->…