ଟ୍ରିପଲ ମର୍ଡର, ବାପା,ମା ଓ ପୁଅକୁ ଗଳାକାଟି ହତ୍ୟା
ବନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ବାପା, ମା ଓ ପୁଅର ଗଳା କାଟି ହତ୍ୟା ହୋଇଥବବା ଘଟଣା ଏବେ ପୁରା ଗ୍ରାମରେ ଚାଚଂଲ୍ୟ ସୃଷ୍ଟି କରିଛି । ମୃତକ ହେଲେ ବୁଲୁ ଭୋଇ, ସ୍ତ୍ରୀ ବୈଦେହୀ ଭୋଇ ଓ ପୁଅ ଶିବ ଭୋଇ । ତେବେ!-->…