ସାର ଦୁର୍ନିତି ଅଭିଯୋଗରେ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ରୁଜୁ

ଜୟପୁର- ସାର ଦୁର୍ନିତି ଅଭିଯୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବଡଭାଇ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ବୁଧବାର ରୁଜୁ କରାଯାଇଛି । ଅଶୋକ ଗେହଳଟଙ୍କ ୪ ରାଜ୍ୟ ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଥିବା

ବର୍ଷକ ଭିତରେ ସୁନା ଦର ୨୫% ବୃଦ୍ଧି

ନୂଆଦିଲ୍ଲୀ: ଏକ ବର୍ଷ ମଧ୍ୟରେ ସୁନା ଦର ୨୫ ପ୍ରତିଶତ ବୃଦ୍ଧି ହୋଇଛି । ମହାମାରୀ କରୋନା ଭାଇରସ୍ ସୁନା ଦରକୁ ଅଧିକ ପ୍ରଭାବିତ କରିଛି । ଯେଉଁଥିପାଇଁ ପ୍ରତିଦିନ ସୁନାଦର ବୃଦ୍ଧି ହେବାରେ ଲାଗିଛି । ସୁନା ଦର ୧୦ ଗ୍ରାମ ପିଛା ତୀବ୍ର ଗତିରେ ବଢି ୪୯ ହଜାର ୫୦୦ ଟଙ୍କାରେ ପହଁଚିଛି । କେବଳ

୩୫ ବର୍ଷ ପରେ ରାୟ ପ୍ରକାଶ; ରାଜା ମାନ ସିଂହ ହତ୍ୟା ମାମଲାରେ ୧୧ପୁଲିସ ଦୋଷୀ

ମଥୁରା : ରାଜସ୍ଥାନର ଭରତପୁର ରାଜା ମାନ୍‌ ସିଂହଙ୍କ ହତ୍ୟା ଘଟଣାର ଦୀର୍ଘ ୩୫ ବର୍ଷ ପରେ ୧୧ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଉତ୍ତରପ୍ରଦେଶର ମଥୁରାସ୍ଥିତ ଅଦାଲତ ବୁଧବାର ସେମାନଙ୍କ ଦଣ୍ଡ ଘୋଷଣା କରିବେ। ୧୯୮୫ ଫେବୃଆରୀ ୨୧ରେ ଘଟିଥିବା ଏହି ଲୋମହର୍ଷକ ହତ୍ୟାକାଣ୍ଡ

କୋଭିଡ ଟିକା ପାଇଁ ପୁନୱାଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର- କୋଭିଡ ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଆଇ ସିଓ ପୁନୱାଲଙ୍କ ସହ ଭିଡିଓ କଲ ଜରିଆରେ କଥାବାର୍ତ ହୋଇଛନ୍ତି । ଖୁବ୍ ଶୀଘ୍ର ଓଡିଶାରେ ଟିକା ପଂହଚାଇବା ପାଇଁ ପୁନୱାଲଙ୍କୁ କହିଛନ୍ତି । କରୋନା ଟିକା ପ୍ରସ୍ତୁତ କରୁଥିବା ଅକ୍ସର୍ଫୋଟ ୟୁନିଭରସିଟର ପରୀକ୍ଷଣ

ମୁଣ୍ଡରେ ବନ୍ଧୁକ ଲଗାଇ ଠିକାଦାରଙ୍କୁୁ ଅପହରଣ

କେନ୍ଦ୍ରାପଡ଼ା : ଠିକାଦାରଙ୍କୁ ଘରୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ ଘଟଣା । ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ୨ଲକ୍ଷ ଟଙ୍କା ଦାଦାବଟି ପାଇଁ ଅପହରଣ ହୋଇଥିବା ନେଇ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାଇ ଠିକାଦାର ଜଣକ

ଆଣ୍ଟି-ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ହେଲିକପ୍ଟରରୁ ଲଞ୍ଚ୍‌ କରାଯାଇପାରୁଥିବା ‘ନାଗ’ କ୍ଷେପଣାସ୍ତ୍ର(ହେଲିନା)ର ପରୀକ୍ଷଣ ସଫଳ ହୋଇଛି। ଏହାକୁ ଏବେ ‘ଧ୍ରୁବାସ୍ତ୍ର’ ଆଣ୍ଟି ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ନାମରେ ନାମିତ କରାଯାଇଛି। ଓଡ଼ିଶାର ବାଲେଶ୍ଵର ଜିଲାରେ ଅବସ୍ଥିତ ଆଇଟିଆରରେ ଗତ ୧୫ ଓ ୧୬ ତାରିଖରେ ଏହାର ପରୀକ୍ଷଣ

ଶ୍ରମିକକୁ ଦିଅ ସର୍ବନିମ୍ନ ରୋଜଗାର

ଭୁବନେଶ୍ୱର: ଓଡିଶାର ଅର୍ଥନୀତିକୁ ତ୍ୱାରାନ୍ୱିତ କରିବା ପାଇଁ କରୋନା ପରବର୍ତି ସ୍ଥିତିରେ ଶ୍ରମିକ ମାନଙ୍କୁ ସର୍ବନିମ୍ନ ଆୟ ସହ ରୋଜଗାର ଯୋଗାଇ ଦେବା ନିହାତି ଜରୁରି । ଭୁବନେଶ୍ୱର ଭିତିକ ଗବେଷଣା ଚକ୍ରର ଗବେଷଣା ୟୁନିଟ୍ ‘ବିକାଶ ଗବେଷଣା କେନ୍ଦ୍ର’ ସରକାରଙ୍କୁ ଏଭଳି ସୁପାରିସ୍ କରିଛି ।

ପତ୍ନୀକୁ ହତ୍ୟା କରି ମାଟିରେ ପୋତିଥିଲେ ସ୍ୱାମୀ

ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତି ଦେଇଥିଲେ ଏବଂ ମାସେ ପରେ ସ୍ତ୍ରୀ ର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର

କେନ୍ଦୁଝର ଜିଲ୍ଲାର ଐତିହାସିକ ପଦକ୍ଷେପ

କେନ୍ଦୁଝର: ରାଜ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଥମ ଜିଲ୍ଲା ଭାବେ ଐତିହାସିକ ପଦକ୍ଷେପ ନେଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ସାଙ୍ଗକୁ ମାଗଣା ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ବଂଟନ କରାଯିବ । ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇ କହିଛନ୍ତି, ଦଶମ

୭ ଦିନ ପର୍ଯ୍ୟନ୍ତ ରାୟଗଡା ସଟଡାଉନ

ରାୟଗଡା- ସପ୍ତାହକ ପର୍ଯ୍ୟନ୍ତ ରାୟଗଡା ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପ୍ରଶାସନ । ଆଜି ରାୟଗଡାରୁ ୯୬ କରୋନା ପଜିଟଭି ଚିହ୍ନଟ ହେବାପରେ ଅସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସଟଡାଉନ କଟକଣା ବଳବତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସମାଗ୍ରୀ ବ୍ୟତିତ ଅନ୍ୟ ସମସ୍ତ ଦୋକାନ