ଜଳସ୍ରୋତରେ ଭାସିଗଲା ୫ ବଖରା ଘର
ନୂଆଦିଲ୍ଲୀ: ସମଗ୍ର ଉତରଭାରତ ସମେତ ଉତରାଖଣ୍ଡରେ ପ୍ରବଳ ବର୍ଷା ହୋଇଛି । ବର୍ଷା ପରେ ଗୋରୀ ନଦୀର ବନ୍ୟା ଜଳରେ ମୁନସାୟରୀ ଅଂଚଳର ୫ଟି ଘର ଭାସିଯାଇଛି । ପିଥୋରାଗଡ ଜିଲ୍ଲାପାଳ ଭିକେ ଜୋଗଡେନ୍ସ କହିଛନ୍ତି ଯେ ବନ୍ୟା ପୀଡିତ ପରିବାରର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି!-->…