ବାଟବଣା ହେଉଛି ଗାଁ’ କଲ୍ୟାଣ ସମିତି ଯୋଜନା
ନୂଆଗାଁ: ନୂଆଗାଁ ବ୍ଳକ୍ କାପ୍ତାପଲ୍ଲୀ ଓ କେରସିଙ୍ଗା ଗାଁରେ ଫେଲ ମାରୁଛି ଗାଁ କଲ୍ୟାଣ ସମିତି ଯୋଜନା । ପ୍ରତ୍ରେକ ଗାଁକୁ ସରସ ସୁନ୍ଦର କରିବାକୁ ଗାଁ କଲ୍ୟାଣ ସମିତି ଯୋଜନା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଯୋଜନାରେ ବିଦ୍ୟୁତ୍କରଣ କରିବା ସହିତ ଗାଁକୁ ସଫାସୁତୁରା କରିବାର!-->…