ମାଟି ଖୋଳି ରାସ୍ତା କାମର ଯାଞ୍ଚ କଲେ ମନ୍ତ୍ରୀ

ନୂଆପଡା: ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ୍ ଓ ସଟଡାଉନ୍ ଚାଲିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ହଠାତ୍ ନୁଆପଡା ଜିଲାର ମାଓପ୍ରବଣ ଅଞ୍ଚଳରେ ପହଞ୍ଚିବା ଓ ସାଙ୍ଗରେ ନେଇଥିବା ଶାବଳ ଓ ରଫାରେ ମାଟି ଖୋଳି ରାସ୍ତା କାମ ଯାଞ୍ଚ କରିବା ଚର୍ଚ୍ଚାର ବିଷୟ ହୋଇଛି ।…

ଅଗଷ୍ଟ ୩୧ ଯାଏ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: କେରୋନା ମହାମାରୀକୁ ଅଖି ନଜରରେ ରଖି ରାଜ୍ୟରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ସ୍ୱତନ୍ତ୍ର ସ୍କୁଲଗୁଡ଼ିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବାର ନିଷ୍ପତି ନିଆଯାଇଛି । ପୂର୍ବରୁ ଏହାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାାଇଥିଲା । ଏନେଇ…

କୋଭିଡ୍‍-୧୯ରୁ ଆରୋଗ୍ୟଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ମୃତ୍ୟୁସଂଖ୍ୟା ୨୭,୪୯୭

ନୂଆଦିଲ୍ଲୀ- ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ଘଂଟା ମଧ୍ୟରେ ଆଉ ୨୨ ହଜାର ୬୬୪ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଏଯାବତ ମୋଟ ୭ଲକ୍ଷ ୮୭ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦେଶରେ…

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସଚେତନ ନାଗରିକ ଫୋରମର ସଭାପତି ପ୍ରଦୋଷ ପଟ୍ଟନାୟକ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ କାଂଚନ ଫାଉଣ୍ଡେସନ ତରଫରୁ ତାଙ୍କୁ ହାର୍ଦ୍ଧିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଫାଉଣ୍ଡେସନର…

ଯୁବକଙ୍କୁ ଅପହରଣ କରି ୪ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସହର ମାଲପଡାର ପ୍ୟଶାନ୍ତ କ୍ଷେତି ନାମକ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଅପହରଣ ଓ ଲୁଟ କରିବା ଘଟଣାରେ ଟାଉନ ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଲପଡାର ସୌମ୍ୟ ରଞ୍ଜନ ଦାସ(୨୮), ସଦେଇପାଲିର ସଞ୍ଜୀବ ମୁଗ୍ରୀ(୩୮), ହାତୀଶାଲ ପଡାର…

ୟୁଏଆଇଏଲର ସ୍ୱାସ୍ଥ୍ୟ ଅଭିଯାନ : ଅଞ୍ଚଳବାସୀ ଉପକୃତ

ରାୟଗଡ଼ା: ପାରିପାଶ୍ୱିର୍କ ଗୋଷ୍ଠୀ ଓ ଲୋକମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ହେଉଛି ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ବିକାଶ ଏଜେଣ୍ଡାର କେନ୍ଦ୍ର ସ୍ଥଳ । ଆଖାପାଖରେ ଏକ ସୁସ୍ଥକର ସମାଜ ଗଠନ କରିବାର ଉଦ୍ୟମକୁ ଜାରି ରଖି ୟୁଏଆଇଏଲ୍ ପକ୍ଷରୁ ଏହାର ପରିଚାଳନା ଅଂଚଳ ଓ…

ଭାରତ-ଆମେରିକା ଉର୍ଜା ସମ୍ପର୍କ ଅଧିକ ନିବିଡ ହେବ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମବୀ ଧର୍ମେନ୍ଦ୍ରପ୍ରଧାନଙ୍କ ଯୁଗ୍ମ-ଅଧ୍ୟକ୍ଷତାରେ ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟିଙ୍କ ସହ ଭାରତ- ଆମେରିକା ଦ୍ୱିତୀୟ ମବୀସ୍ତରୀୟ ଋଣନୈତିକ ଉର୍ଜା ସହଯୋଗ(ଏସଇପି) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି…

ବାଟବଣା ହେଉଛି ଗାଁ’ କଲ୍ୟାଣ ସମିତି ଯୋଜନା

ନୂଆଗାଁ: ନୂଆଗାଁ ବ୍ଳକ୍ କାପ୍ତାପଲ୍ଲୀ ଓ କେରସିଙ୍ଗା ଗାଁରେ ଫେଲ ମାରୁଛି ଗାଁ କଲ୍ୟାଣ ସମିତି ଯୋଜନା । ପ୍ରତ୍ରେକ ଗାଁକୁ ସରସ ସୁନ୍ଦର କରିବାକୁ ଗାଁ କଲ୍ୟାଣ ସମିତି ଯୋଜନା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଯୋଜନାରେ ବିଦ୍ୟୁତ୍କରଣ କରିବା ସହିତ ଗାଁକୁ ସଫାସୁତୁରା କରିବାର…

କାଡା କେନାଲରେ ପାଇପ ପକାଇ ମରାମତି

ବାଲିକୁଦା: ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଛନ୍ତି ଠିକାଦାର । ପୂର୍ବରୁ ଚାଷୀ ମାନଙ୍କୁ ଭଣ୍ଡି ଚାଲିଥିବା ବେଳେ ଏଥର କିନ୍ତୁ ଆଉ ଚାଷୀଙ୍କ ସମ୍ମୁଖରୁ ବର୍ଞ୍ଚି ଯାଇ ପାରି ନାହାନ୍ତି ଠିକାଦାର । ବୋରିକିନା ପଞ୍ଚାୟତ ଦରଡା ଠାରେ ଏଲ୍ଏନ୍ଟି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ପାଣି…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପର୍କିତ ୱେବିନାର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦେଶକ…