କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ
ଭୁବନେଶ୍ୱର- କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ । ଏହି ଯୋଦ୍ଧା କରୋନାକୁ ହରାଇ ଆରୋଗ୍ୟଲାଭ କରିବା ପରେ ପୁଣିଥିରେ ସର୍ବସାଧାରଣଙ୍କ ସେବାରେ ଯୋଗ ଦେବେ ବୋଲି ପୋଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । କାମରେ ଯୋଗ ଦେବା ପାଇଁ ଇଛା ପ୍ରକାଶ କରୁଥିବାରୁ ପୋଲିସ ଡିଜି ଟୁଇଟ!-->…