ଉତରାଖଣ୍ଡରେ ବର୍ଷା ; ୩ ମୃତ , ୯ ନିଖୋଜ
ନୂଆଦିଲ୍ଲୀ : ଉତରାଖଣ୍ଡର ପିଥୌରାଗଡ଼ରେ ରବିବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷାରେ ବହୁ ଘରଦ୍ୱାର ମାଟି ତଳକୁ ଦବି ଯାଇଛି। ପାହାଡ଼ରୁ ହଠାତ ପଥର ଆଦି ଖସି ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଜଳର ପ୍ରବଳ ସ୍ରୋତ କାରଣରୁ ଲୋକେ ମଧ୍ୟ ଭାସିଯାଇଥିବା ଖବର ସାମ୍ନାକୁ!-->…