ଅନ୍ତର୍ଜାତୀୟ ଚେସ୍ ଦିବସ
ଆଜି ‘ଅନ୍ତର୍ଜାତୀୟ ଚେସ୍ ଦିବସ’ । ୨୦ ଜୁଲାଇ ୧୯୨୪ରେ ପ୍ୟାରିସରେ ଗ୍ରୀଷ୍ମକାଳୀନ ଅଲିମ୍ପକ୍ ଚାଲିଥିବା ବେଳେ ‘ୱାର୍ଲ୍ଡ ଚେସ୍ ଫେଡେରେସନ୍’ ର ପ୍ରତିଷ୍ଟା ହୋଇଥିଲା । ୧୯୬୬ରୁ ଏହି ଦିବସ ପାଳନ କରାଯାଉଛି । ଚେସ୍ ର ଜନ୍ମ ଭାରତରେ, ପଂଚମ ଶତାଦ୍ଧୀରେ ହୋଇଥିଲା । ଏହାର ମୂଳ ଭାରତୀୟ ନାମ!-->…