ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ବୈଠକ
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାମାଜିକ ଦୂରତା ନିୟମ ରାଜ୍ୟରେ କଡାକଡି ଲାଗୁ କରାଯାଇଥିବା ବେଳେ ବହୁ ଲୋକଙ୍କୁ ଏକତ୍ରିତ କରି ସାଧାରଣ ଉପାୟରେ ବୈଠକ ସଭାସମିତି ଆଦି ଆୟୋଜନ କରିବା ସମ୍ଭବ ହେଉନଥିବାରୁ ଇଲେକ୍ଟ୍ରନିକ୍ସ ମାଧ୍ୟମରେ ଅନଲାଇନରେ ବୈଠକ ସଭାସମିତି ମାନ ଆୟୋଜନ କରାଯାଉଛି ।!-->…