କୋଲକତା ଓ ରାଉରକେଲାକୁ ଯାଜପୁରରୁ ବସ୍ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ବନ୍ଦ

ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୯ ଶହ ଟପିଥିବା ବେଳେ ବାହାର ରାଜ୍ୟରୁ ଆସୁଥବା ପ୍ରବାସୀଙ୍କ ଠାରୁ ଏହା ଅଧିକ ସଂକ୍ରମିତ ହେଊଥିବା ଜଣାଯାଇଚ୍ଥି । ତେବେ ପ୍ରାଥମିକ ଭାବେ କୋଲକତାରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଏହା ବ୍ୟାପକ ହୋଇଥିଲା । ବର୍ତମାନ ସଂକ୍ରମଣ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର ସଂଖ୍ୟା ୬କୋଟିକୁ ବୃଦ୍ଧି

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟା ୬ କୋଟିକୁ ବୃଦ୍ଧି ପାଇଛି। ବର୍ତ୍ତମାନ ୬ କୋଟି ଲୋକ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁସରଣ କରୁଛନ୍ତି। ତେବେ…

ଗଣ ଶିକ୍ଷା ସଂସ୍କାର

ଛାତ୍ରଛାତ୍ରୀଙ୍କ ମତାମତ ଅନୁଯାୟୀ ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ । ଶିକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଶେଷତଃ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ କିପରି ଶିକ୍ଷାଦାନ ହେଉଚି ତାର ମାନ ଯାଞ୍ଚ ହେବ । ଏଥିପାଇଁ ଶିକ୍ଷକଙ୍କ ରିପୋର୍ଟ କାର୍ଡ ତଲବ…

ଭିମସାର ଆଉଟଡୋର ୨୬ ଯାଏଁ ବନ୍ଦ

ସମ୍ବଲପୁର : କରୋନାର ଆଖି ଏବେ ବୁର୍ଲା ବଡ଼ ଡାକ୍ତରଖାନା ଉପରେ । ଭିମସାର ଡାକ୍ତର ଓ ନର୍ସ ସମେତ ୧୯ ଜଣଙ୍କୁ କୋରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଏହି ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିପାଇଁ ପ୍ରଶାସନ ପକ୍ଷରୁ ୧୯ ତାରିଖ ପର୍ଯ୍ୟନ୍ତ ଆଉଟ୍ଡୋରକୁ ବନ୍ଦ କରାଯାଇଥିଲା ।…

ଜମି ବିବାଦ: ବାପ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱର : ଜମି ବିବାଦକୁ କେନ୍ଦ୍ରକରି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନସ୍ଥ ନିଶ୍ଚିନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା । ନିଶ୍ଚିନ୍ତପୁର ଗ୍ରାମର ଇଶ୍ୱର ବେହେରା ଓ ତାଙ୍କ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ମିଳିଥିବା ସୂଚନା ଅନୁଯାଇ ଇଶ୍ୱର ବେହେରାଙ୍କ ସହ ତାଙ୍କ ପଡେ଼ାଶୀଙ୍କର…

ସେଂଟ ଭିନସେଂଟ କନଭେଂଟ ସ୍କୁଲର ୧୦୦ ବର୍ଷ ପୂର୍ତି

ବ୍ରହ୍ମପୁର: ସେଂଟ ଭିନସେଂଟ କନଭେଂଟ ସ୍କୁଲର ସ୍ଥାପିତ ବେଥାନୀ ସଂସ୍ଥା ଆଜି ୧୦୦ ବର୍ଷରେ ପଦାର୍ପଣ କରିଛି । ଏହି ସ୍କୁଲ ଆରମ୍ଭ ପୂର୍ବରୁ ଫାଦର ରେମଣ୍ଡ ପ୍ରାନ୍ସସି କାମିଳାସ ମାସ୍କରାନେସଙ୍କ ନେତୃତ୍ୱରେ ଚାରିଜଣ ସିଷ୍ଟରଙ୍କୁ ନେଇ ଜୁଲାଇ ମାସ ୧୬ ତାରିଖ ୧୯୨୧ ମସିହାରେ ପ୍ରଥମେ…

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ତଥା ଆଇସିସି ମ୍ୟାଚ ରେଫରୀ ବେରୀ ଜର୍ମନଙ୍କ ୮୪ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ଏଥି ନେଇ ଦକ୍ଷିଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଖେଳାଳି ଭାବେ ପରିଚିତ ଜର୍ମନ…

ବିଞ୍ଝାରପୁର : ପୁଣି ୨ଙ୍କୁ କରୋନା, ଅମାନିଆଙ୍କଠୁ ଫାଇନ ଆଦାୟ

ବିଞ୍ଝାରପୁର : ବିଞ୍ଝାରପୁରରେ ଦିନକୁ ଦିନ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଛି ଦିନ ପୂର୍ବରୁ ପୁଲିସ କର୍ମଚାରୀ (ଗଗୃହରକ୍ଷୀ) କରୋନା ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଉଜଣେ କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ବିଞ୍ଝାରପୁର ଗୋଷ୍ଠୀ…

ସଫଳ ହେଉଛି ପ୍ଲାଜମା ଥେରାପି, ୬ ରୋଗୀଙ୍କ ମଧ୍ୟରୁ ୪ ସୁସ୍ଥ

ରାଜ୍ୟରେ କରୋନା ସଂକ୍ରମଣରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ବଡ଼ ସମ୍ଭାବନା ସୃଷ୍ଟି କରିଛି। ବର୍ତ୍ତମାନ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହୋଇଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣ ଭଲ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଓ ସେମାନେ…

ଧରା ପଡ଼ିଲା ମୋବାଇଲ ଚୋର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୧୩ ତାରିଖ ଦିନ ଖଣ୍ଡଗିରି ଅଂଚଳର ଶ୍ରୀଧର ବେହେରା ଚାଲି ଚାଲି ଘରକୁ ଫେରୁଥିବା ବେଳେ ତାଙ୍କ ପାଖରୁ ଦୁର୍ବୁତମାନେ ମୋବାଇଲ ଛଡାଇ ନେଇ ପଳାଇଥିଲେ । ତେବେ ଏନେଇ ଶ୍ରୀଧର ନିକଟସ୍ଥ ଥାନାରେ ଅଭିଯାଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ ମୋବାଇଲ…