ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ରାୟଗଡା ଗସ୍ତ
ରାୟଗଡା : ରାଜ୍ୟ ଯୋଯନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ ଦାସ ବର୍ମା ରାୟଗଡା ଜିଲ୍ଳା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଯନା ଉପରେ ଆଲୋଚନା କରିଥିଲେ । ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ!-->…