ଲକ୍ଡାଉନରେ ବ୍ୟାଙ୍କ ଖୋଲା
ଭୁବନେଶ୍ୱର: କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଂଚଳରେ ଲାଗୁ ହୋଇଛି ୧୪ ଦିନିଆ ଳକ୍ଡାଉନ୍ । ଏହି ଲକ୍ହାଉନ୍ରେ ଖୋଲା ରହିବ ବ୍ୟାଙ୍କ ଓ ବୀମା କର୍ଯ୍ୟାଳୟ । ଏଟିଏମ୍ କାଉଂଟର ଗୁଡ଼ିକ ମଧ୍ୟ ଖୋଲା ରହିବ । ଲକ୍ଡାଉନ୍ ନେଇ ହୋଇଥିଲା । ଏଥିରେ କେତେକ!-->…