ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟଡାଉନ ହେବ ଆଇଓସିଏଲ
ଜଗତସିଂହପୁର- ପାରାଦୀପ ସ୍ଥିତ ଆଇଓସିଏଲ ତୈଳ ବିଶୋଧନାଗାରକୁ ୨୨ ଦିନିଆ ସଟଡାଉନ ଘୋଷଣା କରାଯିବ । ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ମେଂଟେନାନ୍ସ କାର୍ଯ୍ୟ ପାଇଁ ସଟଡାଉନ କରାଯିବ । ୨୦୧୮ରୁ!-->…