ଆଇସକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ ବାପା ଗୁରୁତର

ବାଙ୍କୀ – କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହି ଭିତରେ ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ରାଜା ସାହୁ(୨୫) । ତେବେ ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ଗୁରୁତର ଆହତ ହୋଇଛନ୍ତି ।…

ଭିଜିଲାନ୍ସ ଜାଲରେ ଧରାପଡିଲେ ସିଡିପିଓ

ବାସୁଦେବପୁର: ଠିକା ଡ୍ରାଇଭର ଠାରୁ ୩ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାସୁଦେବପୁର ବ୍ଳକର ସିଡିପିଓ ଜାନକୀ ଦାଶ । ଡ୍ରାଇଭର ରାଜକିଶୋର ନାୟକ ଆଇସିଡିଏସ୍ କାର୍ଯ୍ୟଳୟରେ ଦୈନିକ କାମ କରନ୍ତି । ସେ ୨୦୧୯ ମସିହା ଜୁଲାଇ ମାସଠାରୁ ବକେୟା ଦରମା ପାଇନଥିଲେ ।…

କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି

କେନ୍ଦ୍ରାପଡା: କରୋନା ମହାମାରୀ କବଳରେ ରାଜ୍ୟବାସୀ ଯୁଝି ହେଉଥିବା ବେଳେ କେନ୍ଦ୍ରାପଡାର ଏକ ବୃଦ୍ଧ ଦମ୍ପତି କରୋନାକୁ ମାତ୍ ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ହେଲେ କେନ୍ଦ୍ରାପଡା ଜିଲ୍ଲାର ବଗଡା ଗ୍ରାମର ସୁରେନ୍ଦ୍ର ପତି ସ୍ତ୍ରୀ ସାବିତ୍ରୀ ପତି । ସୁରେନ୍ଦ୍ରଙ୍କ ବୟସ ୮୫ ବର୍ଷ ହୋଇଥିବା…

୬ ପୋଲିସ୍ କରୋନା ପଜିଟିଭ

କୋରାପୁଟ: କୋରାପୁଟ ଟାଉନ୍ ଥାନାର ୬ ଜଣ ପୋଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଥାନାକୁ ସିଲ୍ କରାଯାଇଛି । ଟାଉନ୍ ଥାନାର ସବୁ କାମ ସଦର ଥାନାରେ ଚାଲିବ ବୋଲି ଏସପି ମୁକେଶ କୁମାର ଭାନୁ ସୂଚନା ଦେଇଛନ୍ତି । ଶୁକ୍ରବାର କୋରାପୁଟ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ଭାରତୀୟ ମହିଳା ବାଂଲାଦେଶରେ ଗିରଫ

କୋଲକାତା: ବାଂଲାଦେଶ ପୋଲିସର (ସିଟିଟିସି)ଶାଖା୨୫ ବର୍ଷୀୟ ଭାରତୀୟ ମହିଳାଙ୍କୁ ବାଂଲାଦେଶର ରାଜଧାନୀ ଢାକାର ସଦରଘାଟରୁ ଗିରଫ କରିଛି । ଗିରଫ ହୋଇଥିବା ମହିଳା ଜଣଙ୍କ ନିଓ ଜମ୍ମାତ - ଉଲ- ମୁଝାଇଦ୍ଧୀନ ବାଂଲାଦେଶ ସହ ସଂପର୍କ ରଖିଥିଲେ । ଏବଂ ଭାରତୀୟ ଯୁବତୀ ମାନଙ୍କୁ ‘ଜେଏମବି’ର ଏକ ମହିଳା…

ଦୁର୍ଦ୍ଧାନ୍ତ ଅପରାଧି ରତନ ଦାଶର ହତ୍ୟା

ଜଳେଶ୍ୱର: ଦୁର୍ଦ୍ଧାନ୍ତ ଅପରାଧି ରତନ ଦାଶ (ଜଗା) କୁ ହତ୍ୟା କରାଯାଇଛି । ପୂର୍ବରୁ ଜଗା ନାଁରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଗୋଆ ଭଳି ବିଭିନ୍ନ ରାଜ୍ୟର ଥାନାରେ ହତ୍ୟା ଉଦ୍ୟମ, ଲୁଟ, ଚୋରା ବନ୍ଧୁକ ଚାଲଣ ଅଭିଯୋଗ ରହିଛି । ଜଗାକୁ ବିଳମ୍ବିତ ରାତିରେ ତାର ନିଜ ଗାଁ ରେ ଅର୍ଥାତ…

ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟଡାଉନ ହେବ ଆଇଓସିଏଲ

ଜଗତସିଂହପୁର- ପାରାଦୀପ ସ୍ଥିତ ଆଇଓସିଏଲ ତୈଳ ବିଶୋଧନାଗାରକୁ ୨୨ ଦିନିଆ ସଟଡାଉନ ଘୋଷଣା କରାଯିବ । ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ମେଂଟେନାନ୍ସ କାର୍ଯ୍ୟ ପାଇଁ ସଟଡାଉନ କରାଯିବ । ୨୦୧୮ରୁ…

ଭକ୍ତଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଦୁ୍ଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । କିନ୍ତୁ ଆତଙ୍କବାଦୀମାନେ ୪୪ ନମ୍ବର ରାଜପଥରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରୁଥିବାର ସୂଚନା ମିଳିଛି । ସେଥିପାଇଁ ସେନା ଓ ସୁରକ୍ଷାବାହିନୀଙ୍କୁ ଆଲର୍ଟ ରଖାଯାଇଛି । ଗତ ବର୍ଷ ମଧ୍ୟ…

ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଅମରନାଥଙ୍କୁ ଦର୍ଶନ କଲେ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ) ବିପିନ ରାୱତ ଏବଂ…