ଇସିଆଇ ଲୋଡ଼ିଲେ ପରାମର୍ଶ : ନିର୍ବାଚନ ପ୍ରଚାର କିପରି ହେବ ?
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଚଳିତବର୍ଷ କିଛି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନକୁ ନେଇ ସଂସୟ ସୃଷ୍ଟି ହୋଇଛି। ବିଶେଷ କରି ନିର୍ବାଚନ ହେଲେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ କିପରି ପ୍ରଚାର କରିବେ ଏବଂ ବୈଠକ ଆୟୋଜନ କରିବେ!-->…