୩ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ- ଜାମ୍ମୁକାଶ୍ମୀର ଶୋଫିଆନାରେ ସୁରକ୍ଷାକର୍ମୀଙ୍କ ଏନକାଉାଂଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଗୋପନୀୟତାକୁ ଜାଣି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯାହାଫଳରେ ୩ ଆତଙ୍କବାଦୀ ଟଳିପଡିଛନ୍ତି ।!-->…