ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ । ଗତ ୨୪ଘଂଟାରେ ନୂଆ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୩୯୪ ହୋଇଥିବା ବେଳେ ୧୯୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨…

ବିଷ୍ଣୁଭାଇ ଥିଲେ ଯୁବପିଢିଙ୍କ ଆଦର୍ଶ-ରଘୁନନ୍ଦନ ଦାସ

ଜନ୍ମ ହେଲେ ମୃତ୍ୟୁ, ଏହା ହିଁ ଧୃବ ସତ୍ୟ । ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି । ସଦା ହସ ହସ ମୁହଁ, କର୍ମତପôର, ପ୍ରବୀଣ ରାଜନୈ÷ତିଜ୍ଞ, ଜଗତସିଂହପୁର ମାଟିର ସୁଯୋଗ୍ୟ…

ଅସମାହିତ ପ୍ରଶ୍ନ

କେନ୍ଦ୍ର ସରକାର ଓ ଦେଶର ନେତୃତ୍ୱ ସମେତ ଦିଲ୍ଲୀ ଦରବାର ଲାଗି ସବୁଠାରୁ ବଡ଼ ଆସମାହିତ ପ୍ରଶ୍ନ ହେଉଛି, ସୀମାନ୍ତକୁ ନେଇ ଚୀନ୍ ସହ ବାରମ୍ବାର ସୃଷ୍ଟି ହେଉଥିବା ମତଭେଦ ଓ ଉତେଜନା ଯାହାର ସମାଧାନ ଅତୀତରେ ହୋଇନାହିଁ ଏବଂ ବର୍ତମାନ ହେବାର କୌଣସି ଆଶା ଦୃଶ୍ୟମାନ ହେଉନଥିଲା ବେଳେ ଆଗକୁ କିଛି…

ଅଗଷ୍ଟରୁ ରାମମନ୍ଦିର ନିର୍ମାଣ

ଅଯୋଧ୍ୟା: ଖୁବ ସିଘ୍ର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଥିବା ଜଣାଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଦୁଇ କଂଗ୍ରେସ ବିଧାୟକ ନିଲମ୍ବିତ

ଜୟପୁର: ଦଳ ବିରୋଧୀ କାର୍ଯ୍ୟ କଳାପରେ ଲିପ୍ତ ଥିବା ଅଭିଯୋଗରେ କଂଗ୍ରେସ ଆଜି ଦଳର ଦୁଇ ବରିଷ୍ଠ ବିଧାୟକ ଭମ୍ବର ଲାଲ୍ ଶର୍ମା ଓ ବିଶ୍ୱର ସିଂହଙ୍କୁ ଦଳଲାଗି ନିଲମ୍ବନ କରାଯାଇଛି । ରାଜସ୍ଥାନର ବରଖାସ୍ଥ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଦୁଇ ଘନିଷ୍ଠ ସହଯୋଗୀ ଭାବେ ସେମାନେ ଜଣାଶୁଣା ।…

ଆଜି ଠୁ ତାଲାବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଆଜି ଠାରୁ ୧୪ଦିନିଆ ଲକ୍ଡାଉନ୍ ଲାଗୁ ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ବେକାବୁ ହେବାରେ ଲାଗିଥିବାରୁ ଲକଡାଉନ୍…

କରୋନା ବେଳେ ହୋଇଛି ରେକର୍ଡ ପରିମାଣର ଧାନ ସଂଗ୍ରହ

ଭୁବନେଶ୍ୱର: କୋଭିଡ-୧୯ ସ୍ଥିତିରେ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପରିପ୍ରେକ୍ଷାକୁ ଖରିଫ ଓ ରବିଧାନା ସଂଗ୍ରହକୁ ପ୍ରାଧାନ୍ୟ ଦିଆଯାଇ ଥିବାବେଳେ ସ୍ୱୟଂକ୍ରିୟ ବ୍ୟବସ୍ଥା ସହିତ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରେକର୍ଡ ପରିମାଣ ଧାନ ସଂଗ୍ରହ କରାଯାଇଛି ।…

ବଲାଙ୍ଗୀର ସହରରେ ବଢୁଛି ସ୍ଥାନୀୟ ସଂକ୍ରମଣ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ନୁତନ ଭାବେ ୩ଜଣ କରୋନା ଆକ୍ରାନ୍ତ ଜିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩ଜଣଙ୍କ ମଧୟରୁ ୨ଜଣ ବଲାଙ୍ଗୀର ସହରର ହୋଇଥିବା ବେଳେ ଜଣେ ପାଟଣାଗଡ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆ ଯାଇଛି । ଆଜି ଜିଲ୍ଲାପାଳ ପାଟଣାଗଡ ସହରର କିଛି ଅଂଞ୍ଚଳକୁ କଂଟେନମେଂଟ ଅଞ୍ଚଳ…

ବେଦୀ ଛାଡି ଦୌଡ଼ିଲେ ବର-କନ୍ୟା

ବାସୁଦେବପୁର: ପୋଲିସ ଓ ମାଜିଷ୍ଟ୍ରେଟକୁ ଦେଖି ବର-କନ୍ୟା ବେଦୀରୁ ଚମ୍ପଟ ମାରିଛନ୍ତି । ବିବାହ ନିମନ୍ତେ ମନ୍ଦିରକୁ ଆସି ବର ପକ୍ଷ ଓ କନ୍ୟା ପକ୍ଷର ଲୋକେ ହରକତ ହୋଇଛନ୍ତି । ପୋଲିସ ମନ୍ଦିର ସିଲ୍ କରିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିନଗର ପଂଚାୟତ ରାଧାକୃଷ୍ଣ ମନ୍ଦିରରେ ଏଭଳି…

ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ନିୟୁ ଏଜି କଲୋନୀ ରେସିଡେ଼ନ୍ସି କମିଟି ପକ୍ଷରୁ ବୃକ୍ଷରୋପଣ

ଭୁୁବନେଶ୍ୱର: ନିୟୁ ଏଜି କଲୋନୀ ରେସିଡେ଼ନ୍ସି କମିଟି ଏବଂ ତୁଷାର ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ନିୟୁ ଏଜି କଲୋନି ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର-ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଆନୁଷ୍ଠାନିକ ଭାବେ…