ଓଡିଶା ପ୍ରବାସୀ ଶ୍ରମିକ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
ବାରିପଦା: ମହାମାରୀ କରୋନା ପାଇଁ ସାରା ଦେଶରେ ଶ୍ରମୀକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରବାସୀ ଶ୍ରମୀକ ମାନଙ୍କର ଦୁଃଖ କହିଲେ ନସରେ । ଏଭଳି ପରିପ୍ରେକ୍ଷୀରେ ଭାରତୀୟ କମ୍ୟୁନଷ୍ଟ ପାର୍ଟି ମୟୂରଭ ଜିଲ୍ଲା ଶାଖାର ମାର୍ଗଦର୍ଶନରେ ଓଡିିଶା ପ୍ରବାସୀ ଶ୍ରମୀକ ସଂଘ!-->…