ସଟଡାଉନ ନିୟମ ଉଲ୍ଲଘଂନ କଲେ ସରପଂଚ
ବାଲିଅନ୍ତା: ବାଲିଅନ୍ତା ବ୍ଲକ ବଇଁଚୁଆ ପଂଚାୟତର ସରପଂଚ ସଟଡାଉନ ନିୟମ ଉଲ୍ଲଘଂନ କରିଥିବାର ଅଭିଯୋଗ ହୋଇଛି । ଏହି ପଂଚାୟତରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପଂଚାୟତକୁ ସଟଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ସରପଂଚ ସଟଡାଉନ ନିୟମକୁ ଉଲ୍ଲଘଂନ କରି ରଡ୍ ବୋଝେଇ ଟ୍ରକକୁ ଗାଁ ଭିତରକୁ!-->…