ହୋମ୍ କ୍ୱାରେଂଟାଇନରେ ବ୍ୟାଙ୍କର ସମସ୍ତ କର୍ମଚାରୀ

ଉଦଳା: ଉଦଳା ଷ୍ଟେଟ୍ ବ୍ୟାଙ୍କ ଶାଖାର ଫିଲ୍ଡ୍ ଅଫିସର କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ଏଥି ସହିତ ପ୍ରସାସନ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନ୍ ରହିବାକୁ ନିର୍ଦେଶ ଦିଆଯାଇଛି । ତେବେ ବ୍ୟାଙ୍କରେ ଲୋକଙ୍କ…

କୋଭିଡ-୧୯ ସେଂଟର ପାଇଁ ହାଲ କମ୍ପାନୀକୁ ଅନୁରୋଧ

ଭୁବନେଶ୍ୱର- ସୁନାବେଡା ଠାରେ ୨୦୦ ଶଯ୍ୟା ବିଶିÂ କୋଭିଡ ହସ୍ପିଟାଲ ନିର୍ମାଣ କରିବା ପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସି ଲିମିଟେଡକୁ ଅନୁରୋଧ କରିଛନ୍ତି କରୋପୁଟ ସାଂଶଦ । ଏଥିପାଇଁ ସେ ଏକ ଚିଠା ହାଲ ନିଦେ୍ର୍ଧଶକଙ୍କୁ ଦେଇଛନ୍ତି । ଏହାପରେ ସେହି ଚିଠାର କପି ସୁନେବେଡା ସିଏମଡି, ହାଲ,…

ଚୀନ୍ ବିରୋଧରେ ଆମେରିକାର ଚକ୍ରବ୍ୟୁହ

ୱାଶିଂଟନ: ଚୀନ୍ ବିରୋଧରେ ଆମେରିକା ଏବେ ବଡ ପଦକ୍ଷେପ ନେବାକୁ ଯାଉଛି । ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ , ଚୀନରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟିର ସମସ୍ତ ସଦସ୍ୟ ଏବଂ ସେମାନଙ୍କ ପରିବାର ଲୋକଙ୍କ ଉପରେ ଟମ୍ପ ପ୍ରଶାସନ ଭିସା ବ୍ୟାନ୍ ଲଗାଇବାକୁ ଚିନ୍ତା…

ଖୁବ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ ହୋଇପାରନ୍ତି ମାଲ୍ୟା

ନୂଆଦିଲ୍ଲୀ- ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଓକିଲ ଗୁରୁବାର ସୁପି୍ରମ କୋର୍ଟଙ୍କୁ କହିଛନ୍ତି ଯେ, କନସଟିୟମ ଅଫ ବ୍ୟାଙ୍କସ୍ ନିମନ୍ତେ ମାଲ୍ୟା ୧୩୯୬୦ କୋଟି ସେଟଲମେଂଟ ପ୍ୟାକେଜ ଅଫର ଘୋଷଣା କରିଛନ୍ତି । ଯଦି ଏହାକୁ ଗ୍ରହଣ କରାଯାଏ ତେବେ ତାଙ୍କ ବିରୋଧରେ ପ୍ରବର୍ତନ ନିଦେର୍ଶାଳୟ…

ଭୁବନେଶ୍ୱର ୟୁନିଟ-୪ ମାର୍କେଟ ବନ୍ଦ

ଭୁବନେଶ୍ୱର- କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଏମସ ପକ୍ଷରୁ ୟୁନିଟ-୪ ମାର୍କେଟକୁୁ ସଟଡାଉନ କରାଯାଇଛି । ଶୁକ୍ରବାର ଠାରୁ ୟୁନିଟି-୪ ମାର୍କେଟ ଓ ତା ଆଖପାଖରେ ଥିବା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିବ । ପରବର୍ତୀ ନିର୍ଦେଶ ଜାରି ନହେବା ପର୍ଯ୍ୟନ୍ତ…

ମନ୍ଦିରର ୧୫ ପୂଜାରୀ କରୋନା ପଜିଟିଭ୍

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିରୁମାଳା ସ୍ଥିତ ତିରୁପତି ମନ୍ଦିରର ୫୦ଜଣ ପୂଜାରୀଙ୍କ ଭିତରୁ ୧୫ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆହୁରି ୩୫ ଜଣ ପୂଜାରୀଙ୍କ କରୋନା ପରୀକ୍ଷା ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି । ସେହିପରି ମନ୍ଦିରର ଅନ୍ୟ କର୍ମଚାରୀଙ୍କ ଭିତରୁ ୯୧ ଜଣ କରୋନା…

୩ ଫୁଟର ନାଗ ଉଦ୍ଧାର

ଭୁବନେଶ୍ୱର: ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ୩ ଫୁଟର ନାଗ ସାପଟି ବିଧାୟକ ଶ୍ରୀ ଜେନାଙ୍କ ସରକାରୀ ବାସଭବନ ଥିବା ଫୁଲ ଗଛ କୁଣ୍ଡ ତଳେ ଲୁଚି ରହିଥିଲା । ଉପସ୍ଥିତ ଲୋକେ ନାଗକୁ ଦେଖି ସ୍ନେକ୍ ହେଲ୍ପ ଲାଇନ୍ ଫୋନ କରିଥିଲେ । ବିଧାୟକଙ୍କ ଘର ୟୁନିଟ୍-୧ର…

ରାଜ୍ୟରେ ନୂଆ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରେ- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୭୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ…

ଲଦାଖ ଗ୍ରସ୍ତରେ ରାଜନାଥ ସିଂହ

ନୂଆଦିଲ୍ଲୀ- ଦୁଇ ଦିନିଆ ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଲଏସିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ବିବାଦ ପରେ ରାଜନାଥଙ୍କ ଏହା ପ୍ରଥମ ଲଦାଖ ଗ୍ରସ୍ତ । ରାଜନଥଙ୍କ ସହିତ ଡିଫେନ୍ସ ଷ୍ଟାଫ୍ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ…

ମୁମ୍ବାଇରେ ଭୁଶୁୁଡିଲା କୋଠା

ମୁମ୍ବାଇ- ମୁମ୍ବାଇରେ କୋଠା ଭୁଶୁଡି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଲୋକ ଆହାତ ହୋଇଛନ୍ତି ବୋଲି ବିଏମସି ବିପର୍ଯ୍ୟୟ ନିୟନ୍ତ୍ରଣ କହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ ପଂହଚି ଆହାତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଛନ୍ତି । ଳଗାତର ଚାରି ଦିନ ଧରି…