ବ୍ୟାଙ୍କରୁ ୧୦ ଲକ୍ଷ ଲୁଟିନେଲା ୧୦ ବର୍ଷର ବାଳକ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜଣେ ୧୦ ବର୍ଷର ବାଳକ ୧୦ ଲକ୍ଷ ଟଙ୍କା ଚୋରି କରିଥିବାର ଅଭିଯୋଗ ଆସିଛି । ନେମୁଚ ଜିଲ୍ଲାର ଜାଭାଦ ଅଂଚଳରେ ଏକ ସମବାୟ ବ୍ୟାଙ୍କରୁ ଏହି ଚୋରି ହୋଇଛି । ୧୦ ବର୍ଷର ବାଳକ ୩୦ ସେକେଣ୍ଡରେ ସମସ୍ତିଙ୍କ ଆଖିରେ ଧୂଳି ଦେଇ ୧୦ ଲକ୍ଷ ଟଙ୍କା ଲୁଟିନେଇଥିଲା । ଏପରିକି!-->…