ଲୋକସେବା ସାମ୍ବାଦିକ ସଂଘ ଗଠନ
ଭୁବନେଶ୍ୱର : ପୂର୍ବତନ ସଚିବାଳୟ ବା ଲୋକସେବା ଭବନ ଓ ବିଧାନସଭାରେ କାର୍ଯ୍ୟରତ ତଥା ପ୍ରେସ୍ ଲାଉଞ୍ଜକୁ ଉପଯୋଗ କରୁଥିବା ସାମ୍ବାଦିକମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି । ଏହାର ନାମ ରଖାଯାଇଛି ‘ଲୋକସେବା ସାମ୍ବାଦିକ ସଂଘ’ । ସାମ୍ବାଦିକମାନଙ୍କୁ ବ୍ୟକ୍ତିଗତ, ବୃତିଗତ ଓ ସମଷ୍ଟିଗତ!-->…