ଯାଜପୁର ଜିଲ୍ଲାରେ ୧ହଜାର କରୋନା ପଜିଟିଭ୍
ଯାଜପୁର: କରୋନା ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରାୟ ଏକ ହଜାର ଭଳି ପଜିଟିଭ୍ କେଶ ଚିହ୍ନଟ ହୋଇଚ୍ଥନ୍ତି । ସେଥିରୁ ପ୍ରାୟ ୬୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଚ୍ଥନ୍ତି । ଆଗାମୀ ଦିନରେ ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ!-->…