ପ୍ଳାଜମା ଦାନ ବ୍ୟକ୍ତିଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଉପହାର
ନୂଆଦିଲ୍ଳୀ: କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ବଂଚାଇବା ପାଇଁ ପ୍ଲାଜମାର ବହୁତ ଜରୁରୀ ରହିଛି । ଏଥିପାଇଁ କର୍ଣ୍ଣାଟକ ସରକାର ଏହି ନିଷ୍ପତି ନେଇଛନ୍ତି , ଯେଉଁମାନେ ପ୍ଳାଜମା ଦାନ କରିବେ ସେମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯିବ । କର୍ଣ୍ଣାଟକର ମେଡିକଲ ଶିକ୍ଷା ମନ୍ତ୍ରୀ କେ.ସୁଧାକର!-->…