ଆଇନଜୀବୀଙ୍କୁ ସହାୟତା ମିଳୁ
କଟକ: କରୋନା ମହାମାରୀ ପାଇଁ ଅନେକ ଆଇନଜୀବୀ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଆଇନଜୀବୀଙ୍କ ପାଇଁ କୈାଣସି ଆର୍ଥିକ ସହାୟତା ମିଳୁନାହିଁ । ତେଣୁ ପ୍ରତ୍ୟେକ ଆଇନଜୀବୀ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ନିମନ୍ତେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।!-->…