ଗଞ୍ଜାମରେ ୭ ସହରାଞ୍ଚଳ ୬ ଦିନ ପାଇଁ ସଟଡାଉନ୍
ଗଞ୍ଜାମ : ଗଞ୍ଜାମ ଜିିଲାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଛତ୍ରପୁର ସବ୍ଡିଭିଜନର ୭ଟି ଏନଏସିକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର, କୋଦଳା, କବିସୂର୍ୟ୍ୟନଗର ଓ ପୋଲସରା ଏନଏସି!-->…