ନୟାଗଡରେ କଙ୍ଗାରୁ କୋର୍ଟ : ଘର ଆଗରେ କଂଟା
ନୟାଗଡ- ନୟାଗଡରେ କଙ୍ଗାରୁ କୋର୍ଟ । ପୋଖରୀ ଲିଜ୍ ନେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । କଥା କଙ୍ଗାରୁ କୋର୍ଟରେ ପହଂଚିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ପରିବାରକୁ ନିଆଁ ପାଣି ବାସନ୍ଦ କରିଦେଇଛନ୍ତି । ଏମିତିକି ଘର ଦୁଆର ମୁହଁରେ!-->…