ଏୟାରଇଣ୍ଡିଆ କର୍ମଚାରୀ ବିନା ଦରମାରେ ୫ବର୍ଷ ପାଇଁ ଛୁଟିରେ ଯିବେ
ନୂଆଦିଲ୍ଲୀ- ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଅନାବଶ୍ୟକତା ଭଳି ବିଭିନ୍ନ କାରଣ ଉପରେ ଆଧାର କରି ଏୟାର ଇଣ୍ଡିଆ କର୍ମଚାରୀ ଚିହ୍ନଟ ପ୍ରକ୍ରିୟା କରିଛି । ଏହି କର୍ମଚାରୀମାଙ୍କୁ ବିନା ଦରମାରେ ୫ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଯିବାକୁ ନିଷ୍ପତି ହୋଇଛି ବୋଲି କହିଛନ୍ତି ଏୟାର ଇଣ୍ଡିଆ ମୁଖ୍ୟ ରାଜୀବ!-->…