ଏଲଏସିରେ ଚୀନକୁ ମାତ୍ ଦେବାକୁ ହାଲୁକା ଟ୍ୟାଙ୍କ୍ କିଣିବ ଭାରତ
ନୂଆଦିଲ୍ଲୀ- ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି । ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍ ଦେବା ଲାଗି ଭାରତ ଲାଇଟ୍ ୱେବ୍ ବା ହାଲୁକା ଟ୍ୟାଙ୍କକ କିଣିବାକୁ!-->…