ପରଲୋକରେ ଅଭିନେତ୍ରୀ ଜ୍ୟୋସ୍ନା ଦାସ
ଭୁବନେଶ୍ୱର- ବ୍ରହ୍ମପୁର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଜ୍ୟୋସ୍ନା ଦାସଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ଘଟିଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତେବେ ମୃତୁ୍ୟ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । ମଂଚ ନାଟକ , ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ!-->…